Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଗଂଜାମ ଜିଲ୍ଲା ସାନଖେମୁଣ୍ଡି କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟରେ ନୁଆଁ ଓଡିଶା ଯୁବ ଓଡିଶା ସଂସ୍କୃତିକ କାଯ୍ୟକ୍ରମ...

ଗଂଜାମ ଜିଲ୍ଲା ସାନଖେମୁଣ୍ଡି କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟରେ ନୁଆଁ ଓଡିଶା ଯୁବ ଓଡିଶା ସଂସ୍କୃତିକ କାଯ୍ୟକ୍ରମ ଅନୁଷ୍ଠିତ ହୋଇଛି l

132
ADVERTISEMENT

ବ୍ରହ୍ମପୁର,୧୭/୧୨(ସପନ ଦାସ):-ଗଂଜାମ ଜିଲ୍ଲା ସାନଖେମୁଣ୍ଡି କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟରେ ନୁଆଁ ଓଡିଶା ଯୁବ ଓଡିଶା ସଂସ୍କୃତିକ କାଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଜେନା ଏହାର ଶୁଭ ଉଦଘାଟନ କରିଥିବାବେଳେ ଏଥିରେ ଶ୍ରୀ ସୁଶାନ୍ତ କୁମାର ସାହୁ, ଶ୍ରୀ ସୁଶାନ୍ତ କୁମାର ପଣ୍ଡା, ରଞ୍ଜନ ନାୟକ, ବସନ୍ତ କୁମାର ସେଠି,ଶ୍ରୀ ବରୁଣ ସେଠି, ଶ୍ରୀମତୀ ପ୍ରିୟଙ୍କା ଜେନା ସହ ଅନ୍ୟାନ୍ୟ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ l ଏବଂ ମହାବିଦ୍ୟାଳୟର ଯୁକ୍ତ ଦୁଇ ଓ ଯୁକ୍ତ ତିନିର ଛାତ୍ରଛାତ୍ରୀ ମାନେ ଫେସନ ସୋ ଓ ନୂତ୍ୟ ପ୍ରତିଯୋଗିତା କରିଥିଲେ l

Advertisement