Thursday, November 5, 2026
ADVERTISEMENT
Home ଆଞ୍ଚଳିକ ବାରାହ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଦୁଇଜଣ ନାବାଳକଙ୍କ ମୃତ୍ୟୁ l

ବାରାହ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଦୁଇଜଣ ନାବାଳକଙ୍କ ମୃତ୍ୟୁ l

166
ADVERTISEMENT

ଉଲୁଣ୍ଡା,୧୦/୧୨ (ଡି.ଏଚ ବ୍ୟୁରୋ):-ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ସିଂହପାଲି ଗାଁ ନିକଟ ଜଙ୍ଗଲରେ ଅଘଟଣ । ବାରାହ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଦୁଇଜଣ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ବାପା ଗୁରୁତର । ଉକ୍ତ ଦୁଇ ନାବାଳକ ତାଙ୍କ ବାପାଙ୍କ ସହି ଜଙ୍ଗଲ ନିକଟରେ ଥିବା କ୍ଷେତକୁ ଧାନ ଜଗିବାକୁ ଯାଇଥିଲେ।

Advertisement