Thursday, August 20, 2026
ADVERTISEMENT
Home ଆଞ୍ଚଳିକ ଶେଷ ହୋଇଛି ଐତିହାସିକ କଟକ ବାଲିଯାତ୍ରା ।

ଶେଷ ହୋଇଛି ଐତିହାସିକ କଟକ ବାଲିଯାତ୍ରା ।

133
ADVERTISEMENT

କଟକ,o୬/୧୨(ଡି.ଏଚ ବ୍ୟୁରୋ):-ଶେଷ ହୋଇଛି ଐତିହାସିକ କଟକ ବାଲିଯାତ୍ରା । ଚଳିତ ବର୍ଷ ବାଲିଯାତ୍ରାରେ ବ୍ୟବସାୟ ପୂର୍ବର ସବୁ ରେକର୍ଡକୁ ଟପିଯାଇଛି। ଏବଂ ୯ ଦିନ ଧରି ଆୟୋଜିତ ହୋଇଥିବା ଏହି ବାଲିଯାତ୍ରାରେ ବ୍ୟବସାୟ ୧୦୦ କୋଟି ଟଙ୍କା ଟପି ଯାଇଥିବା ଆକଳନ କରାଯାଉଛି। ସେପଟେ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବର ଶେଷ ସନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିଲା ଅନନ୍ୟା ଶ୍ରୀତମ ନନ୍ଦଙ୍କ ରୋମାଣ୍ଟିକ ସଂଗୀତ।

Advertisement