Tuesday, September 22, 2026
ADVERTISEMENT
Home ଆଞ୍ଚଳିକ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ମିସନ ଛକଠାରେ ଥିବା ଏସବିଆଇ ଏଟିଏମ୍ରୁ ଲୁଟ l

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ମିସନ ଛକଠାରେ ଥିବା ଏସବିଆଇ ଏଟିଏମ୍ରୁ ଲୁଟ l

160
ADVERTISEMENT

ଭୁବନେଶ୍ୱର,o୫/୧୨(ଡି.ଏଚ ବ୍ୟୁରୋ):-ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ମିସନଛକଠାରେ ଥିବା ଏସବିଆଇ ଏଟିଏମ୍ରୁ ଲୁଟ l କିଛି ଦୁର୍ବୃତ୍ତ ଏଟିଏମ୍ ମେସିନକୁ କାଟି ସେଥିରୁ ୧୪ ଲକ୍ଷ ୮୦ ହଜାର ୫ଶହ ଟଙ୍କା ଲୁଟ କରିଥିବା ନେଇ ଖଡ଼ିଆଳ ଏସ ବି ଆଇ ଶାଖା ପରିଚାଳକଙ୍କ ଥାନାରେ ଏତଲା ।ଏବଂ ପୁଲିସ ସେଠାରେ ଲାଗିଥବା ସିସିଟିଭି ଫୁଟେଜ୍କୁ ନେଇ ତଦନ୍ତ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଲୁଟେରାମାନଙ୍କ କୌଣସି ଟେର୍ ପାଇ ନଥିବା ସୂଚନା ।

Advertisement