ସୁଧାଂଶୁ ଷଡ଼ଙ୍ଗୀ : କଟକ-ଭୁବନେଶ୍ୱରର ପୁଲିସ କମିସନର୍‌ ଭାବେ ଦାୟିତ୍ୱ ଗ୍ରହଣ କଲେ

319
ADVERTISEMENT

ଭୁବନେଶ୍ୱର,୨୧/୮(କୁନା ପ୍ରଧାନ ) : ବୁଧବାର ପୂର୍ବାହ୍ନରେ କଟକ ଓ ଭୁବନେଶ୍ୱରର ନୂତନ ପୁଲିସ କମିସନର ଭାବେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଗରୁ ଷ୍ଟେଟ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋର ନିର୍ଦେଶକ ଥିବା ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଡକ୍ଟର ଷଡ଼ଙ୍ଗୀ ଆଜି ପୂର୍ବତନ ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତିଙ୍କ ଠାରୁ ଦାୟିତ୍ୱ ଗ୍ରହଣ କଲେ। ସମ୍ପ୍ରତି ସତ୍ୟଜିତ ମହାନ୍ତି ଜେଲ୍‌ ବିଭାଗ ଦାୟିତ୍ୱ ଗ୍ରହଣ କରିଛନ୍ତି ।

Advertisement