Thursday, September 24, 2026
ADVERTISEMENT
Home ଆଞ୍ଚଳିକ କେନ୍ଦୁଝର ଜିଲ୍ଲା ବାଲିଯୋଡି ଗାଁ ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ପିଟିଲା ଭ୍ୟାନ୍,୮...

କେନ୍ଦୁଝର ଜିଲ୍ଲା ବାଲିଯୋଡି ଗାଁ ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ପିଟିଲା ଭ୍ୟାନ୍,୮ ଜଣ ଯାତ୍ରୀଙ୍କର ମୃତ୍ୟୁ।

240
ADVERTISEMENT

ଘଟଗାଁ,୦୧/୧୨(ଡି.ଏଚ ବ୍ୟୁରୋ):-କେନ୍ଦୁଝର ଜିଲ୍ଲା ବାଲିଯୋଡି ଗାଁ ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ପିଟିଲା ଭ୍ୟାନ୍। ଘଟଣାସ୍ଥଳରେ ଭ୍ୟାନ୍ ରେ ଥିବା ୮ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୮ ଜଣ ଗୁରୁତର ଭାବେ ଆହତ ହୋଇ ଘଟଗାଁ ହସ୍ପିଟାଲକୁ ସ୍ଥାନାନ୍ତର । ଏବଂ ସମସ୍ତ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅନ୍ତର୍ଗତ ପୁଡାମାରି ଗାଁର ହୋଇଥିବାବେଳେ ସେମାନେ ଘଟଗାଁ ତାରିଣୀଙ୍କ ଦର୍ଶନ ପାଇଁ ଭ୍ୟାନରେ ଆସୁଥିଲେ । କିନ୍ତୁ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର୍ ଫେରାର ହୋଇଯାଇଛି।

Advertisement