Tuesday, September 22, 2026
ADVERTISEMENT
Home ଆଞ୍ଚଳିକ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବାଘବେଡ଼ା ଗ୍ରାମରେ ପ୍ରେମିକlକୁ ନିମର୍ମ ଭାବେ ହତ୍ୟାକଲା ବିବାହିତ ପ୍ରେମିକ।

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବାଘବେଡ଼ା ଗ୍ରାମରେ ପ୍ରେମିକlକୁ ନିମର୍ମ ଭାବେ ହତ୍ୟାକଲା ବିବାହିତ ପ୍ରେମିକ।

153
ADVERTISEMENT

ନବରଙ୍ଗପୁର,୨୬/୧୧(ଡି.ଏଚ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବାଘବେଡ଼ା ଗ୍ରାମରେ ପ୍ରେମିକlକୁ ନିମର୍ମ ଭାବେ ହତ୍ୟାକଲା ବିବାହିତ ପ୍ରେମିକ । ଏବଂ ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ପାଇଁ ପ୍ରେମିକର ଶବକୁ ୩୧ଖଣ୍ଡ କରି ମାଟିତଳେ ପୋତିଦେଲା ଅଭିଯୁକ୍ତ ପ୍ରେମିକ। ଗତ ବୁଧବାର ଠାରୁ ପ୍ରେମିକl ତିଲାବାଈ ଗଣ୍ଡ ନିଖୋଜ ଥିବାବେଳେ ଶେଷରେ ପୋଲିସ ଖଣ୍ଡ ବିଖଣ୍ଡିତ ଶବ ମାଟିତଳୁ ଉଦ୍ଧାର କରି ଉକ୍ତ ଘଟଣାର ତଦନ୍ତ ଜାରି ରଖିଛି ।

Advertisement