Tuesday, September 22, 2026
ADVERTISEMENT
Home ଆଞ୍ଚଳିକ ନୂଆପଡ଼ା ଜିଲ୍ଲା ବେଲଟୁକୁରି ଥାନା ବିଶୋରା ଗ୍ରାମରେ ପ୍ରେମିକ ଘରୁ ନାବାଳିକା ପ୍ରେମିକାର ଝୁଲନ୍ତା ମୃତଦେହ...

ନୂଆପଡ଼ା ଜିଲ୍ଲା ବେଲଟୁକୁରି ଥାନା ବିଶୋରା ଗ୍ରାମରେ ପ୍ରେମିକ ଘରୁ ନାବାଳିକା ପ୍ରେମିକାର ଝୁଲନ୍ତା ମୃତଦେହ ଉଦ୍ଧାର।

172
ADVERTISEMENT

ନୂଆପଡ଼ା,୨୩/୧୧(ଡି.ଏଚ ବ୍ୟୁରୋ):-ନୂଆପଡ଼ା ଜିଲ୍ଲା ବେଲଟୁକୁରି ଥାନା ବିଶୋରା ଗ୍ରାମରେ ପ୍ରେମିକ ଘରୁ ନାବାଳିକା ପ୍ରେମିକାର ଝୁଲନ୍ତା ମୃତଦେହ ଉଦ୍ଧାର। ଘଟଣାସ୍ଥଳରେ ବେଲଟୁକୁରି ପୁଲିସ ପ୍ରେମିକ ନବୀନ ମାଝୀକୁ ପଚରା ଉଚରା ଜାରି କରିଥିବାବେଳେ ମୃତକ ପ୍ରେମିକା ଜଣକ ସ୍ଥାନୀୟ ଗ୍ରାମର ଭୁନେଶ୍ୱରୀ ମାଝୀ।

Advertisement