Friday, September 25, 2026
ADVERTISEMENT
Home ଜିଲ୍ଲା ଅନୁଗୁଳ ୭୨ ଗ୍ରାମ ଓଜନର ଧଳା ଜହର ଜବତ ସହ ଏଥିରେ ସମ୍ପୃକ୍ତ ଚାରି ଜଣ ଅଭିଯୁକ୍ତ...

୭୨ ଗ୍ରାମ ଓଜନର ଧଳା ଜହର ଜବତ ସହ ଏଥିରେ ସମ୍ପୃକ୍ତ ଚାରି ଜଣ ଅଭିଯୁକ୍ତ ଗିରଫ ।

170
ADVERTISEMENT

ଅନୁଗୋଳ,୧୯/୧୧(ଡି.ଏଚ ବ୍ୟୁରୋ):-ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ନାଲକୋ ଥାନା ଅନ୍ତର୍ଗତ କନ୍ୟାବେଡା କେନ୍ଦୁପାଟଣା ଅଞ୍ଚଳରୁ ୭୨ ଗ୍ରାମ ଓଜନର ଧଳା ଜହର ଓ ଗୋଟିଏ ବାଇକ ଜବତ ସହ ଏଥିରେ ସମ୍ପୃକ୍ତ ଚାରି ଜଣ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ମାନେ ହେଲେ ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମର ଗାଙ୍ଗୁଲି ସେଠ (୩୨), ରାକେଶ କୁମାର ମହାନ୍ତି (୨୪), ମୁକେଶ କୁମାର ସାହୁ (୩୨) ଓ ସୌଭାଗ୍ୟ ସୁବୁଦ୍ଧି (୨୬)।

Advertisement