Friday, September 25, 2026
ADVERTISEMENT
Home ଆଞ୍ଚଳିକ ଅଜବ ଉତ୍ତର ଲେଖି ଖୋଲାଖୋଲି ଶିକ୍ଷା ବ୍ୟବସ୍ଥା ଉପରେ ରୋକ ଲଗାଇଲା ଛାତ୍ର l

ଅଜବ ଉତ୍ତର ଲେଖି ଖୋଲାଖୋଲି ଶିକ୍ଷା ବ୍ୟବସ୍ଥା ଉପରେ ରୋକ ଲଗାଇଲା ଛାତ୍ର l

149
ADVERTISEMENT

ଯାଜପୁର,୦୫/୧୧(ଡି.ଏଚ ବ୍ୟୁରୋ):-ଯାଜପୁର ବ୍ଲକ୍ ଅଡ଼ଙ୍ଗସ୍ଥିତ ପ୍ରହଲ୍ଲାଦ ଚନ୍ଦ୍ର ବ୍ରହ୍ମଚାରୀ ସରକାରୀ ଉଚ୍ଚବିଦ୍ୟାଳୟର ଶିକ୍ଷକ ଅଭାବରୁ ପାଠପଢ଼ାରେ ସମସ୍ୟା ହେଉଥିବାରୁ ଛାତ୍ରଜଣକ ଉତ୍ତର ଖାତାରେ ଆମର ଶିକ୍ଷକ ନାହାନ୍ତି, ଆମଠାରୁ ଅଧିକ ଆଶା କରନ୍ତୁ ନାହିଁ ବୋଲି ଅଜବ ଉତ୍ତର ଲେଖି ଖୋଲାଖୋଲି ଶିକ୍ଷା ବ୍ୟବସ୍ଥା ଉପରେ ରୋକ ଲଗାଇଛି । ଯାହା କି ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

Advertisement