Thursday, September 24, 2026
ADVERTISEMENT
Home ଆଞ୍ଚଳିକ କୋରାପୁଟ ଜିଲ୍ଲା ଜୟପୁର ଅଂଚଳରେ ଅଭାବନୀୟ ଘଟଣା ।

କୋରାପୁଟ ଜିଲ୍ଲା ଜୟପୁର ଅଂଚଳରେ ଅଭାବନୀୟ ଘଟଣା ।

147
The dead man's body. Focus on hand
ADVERTISEMENT

ଜୟପୁର,୧୭/୧୦(ଡି.ଏଚ ବ୍ୟୁରୋ):-କୋରାପୁଟ ଜିଲ୍ଲା ଜୟପୁର ଅଂଚଳରେ ଅଭାବନୀୟ ଘଟଣା । ନିଜ ମୃତ ସ୍ତ୍ରୀର ଫଟୋ ଚିତ୍ରକୁ ହାତରେ ଧରି ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛି ସ୍ବାମୀ। ସେ ଜୟପୁର ପୌରପାଳିକାରେ ନିୟମିତ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ। ତାଙ୍କ ନାଁ ହେଉଛି ଡମ୍ବୁରୁ ପରଜା। ଗତ କିଛି ଦିନ ହେବ ସେ ମାନସିକ ଭାରସାମ୍ୟ ହରାଇ ଏଣେ ତେଣେ ବୁଲୁଥିଲେ।

Advertisement