ଆଜି ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହେବ।

169
ADVERTISEMENT

ମ୍ବଲପୁର,୧୪/୧୦(ଡି.ଏଚ ବ୍ୟୁରୋ):-ଆଜି ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହେବ। ଭୋରରୁ ମା’ ସମଲେଶ୍ବରୀଙ୍କ ପୂଜାର୍ଚ୍ଚନା ପରେ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲା ରହିବ। ଏବଂ ଆଜି ମହାଳୟା ଅବସରରେ ପ୍ରବଳ ଭିଡ଼ ହେଉଥିବାରୁ ଭକ୍ତମାନଙ୍କୁ ମନ୍ଦିରକୁ ଭୋଗ, ଦୀପ, ଧୂପ ଆଦି କୌଣସି ପୂଜା ସାମଗ୍ରୀ ନେବା ଉପରେ ବାରଣ କରାଯାଇଛି।

Advertisement