Saturday, August 8, 2026
ADVERTISEMENT
Home ଆଞ୍ଚଳିକ ପିକ୍ ଅପକୁ ଅଜଣା ଟ୍ରକ୍ ଧକ୍କା ଦେବାରୁ ୨ ଜଣ ଯୁବକଙ୍କ ମୃତ୍ୟୁ ।

ପିକ୍ ଅପକୁ ଅଜଣା ଟ୍ରକ୍ ଧକ୍କା ଦେବାରୁ ୨ ଜଣ ଯୁବକଙ୍କ ମୃତ୍ୟୁ ।

182
ADVERTISEMENT

ଦେବଗଡ଼,୧୩/୧୦(ଡି.ଏଚ ବ୍ୟୁରୋ):-ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍ ୫୩ ନଂ. ଜାତୀୟ ରାଜପଥ ଚଟିବରଘାଟ-କଂସରଦ୍ବିବାଟି ରାସ୍ତାରେ ଏକ ପିକ୍ ଅପକୁ ଅଜଣା ଟ୍ରକ୍ ଧକ୍କା ଦେବାରୁ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେବଗଡ଼ ଥାନା ବଳମ ଗ୍ରାମର ସଂଜୀବ ରାଉତ(୨୩) ଓ ଭାଲୁମୁଣ୍ଡା ଗ୍ରାମର ଚନ୍ଦନ ପଲେଇ(୨୪)।

Advertisement