Friday, September 25, 2026
ADVERTISEMENT
Home ଆଞ୍ଚଳିକ ମୋହନା ବନ ବିଭାଗ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ଓ ସଚେତନ ବାର୍ତ୍ତା l

ମୋହନା ବନ ବିଭାଗ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ଓ ସଚେତନ ବାର୍ତ୍ତା l

178
ADVERTISEMENT

ମୋହନା,o୪/୧୦(ମୋହନ ଗୌଡ଼):-ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ମୋହନା ବନାଞ୍ଚଳ ବିଭାଗ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଏସ.ଆନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ମୋହନା ରେଞ୍ଜର ଲକ୍ଷ୍ମୀପ୍ରସାଦ ବିଷୋୟୀଙ୍କ ତତ୍ତ୍ଵବଧାନରେ ମୋହନା ବନପାଳ ଦେବାଶୀଷ ଶତପଥୀ, ଅଡବା ବନପାଳ ସନ୍ତୋଷ ପାଣିଗ୍ରାହୀ, ପାଣିଗଣ୍ଡା ବନପାଳ ରମାକାନ୍ତ ରଇତଙ୍କ ସମେତ ସମସ୍ତ ବନରକ୍ଷୀ ଓ ମୋହନା ବନାଞ୍ଚଳର ୩୫ ରୁ ଉର୍ଦ୍ଧ୍ଵ ଜଙ୍ଗଲ ସୁରକ୍ଷା ବାହିନୀଙ୍କ ମିଳିତ ସହଯୋଗରେ ଦୀର୍ଘ ଘଣ୍ଟା ଧରି ଆବର୍ଜନା ପୂର୍ଣ୍ଣ ମୋହନା ସହରକୁ ସଫେଇ କରିଥିଲେ।ତତସହିତ ସାଧାରଣ ଜନତାଙ୍କୁ ସ୍ଵଚ୍ଛ ଭାରତ ଅଭିଯାନର ବାର୍ତ୍ତା ଦେଇ ସଚେତନ କରାଇଥିଲେ।

Advertisement