Thursday, September 24, 2026
ADVERTISEMENT
Home ଆଞ୍ଚଳିକ ଭାରସାମ୍ୟ ହରେଇ ଏକ ସ୍କୁଟି ପଥରରେ ବାଡ଼େଇ ହେବl ଫଳରେ ସ୍କୁଟିରେ ଥିବା ତିନିଜଣଙ୍କର ଘଟଣାସ୍ଥଳରେ...

ଭାରସାମ୍ୟ ହରେଇ ଏକ ସ୍କୁଟି ପଥରରେ ବାଡ଼େଇ ହେବl ଫଳରେ ସ୍କୁଟିରେ ଥିବା ତିନିଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ।

165
ADVERTISEMENT

ନାରାୟଣପାଟଣା,୨୮/୯(ଡି.ଏଚ ବ୍ୟୁରୋ):-କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ଲଙ୍ଗଲବେଡ଼ା ପଂଚାୟତର କସମ ଘାଟିରେ ଏକ ସ୍କୁଟି ଭାରସାମ୍ୟ ହରେଇ ପଥରରେ ବାଡ଼େଇ ହେବl ଫଳରେ ସ୍କୁଟିରେ ଥିବା ତିନିଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ । ଏବଂ ମୃତକମାନେ ହେଲେ ଆନ୍ଧ୍ର ପ୍ରଦେଶର ଜୟ ରାଜୁ (୧୯), ମାରି ଶିବା(୨୦) ଓ ମାଲିକା ବାଲରାଜୁ (୨୧)।

Advertisement