Friday, September 25, 2026
ADVERTISEMENT
Home ଜିଲ୍ଲା ଅନୁଗୁଳ ଅନୁଗୁଳ ଅବକାରୀ ବିଭାଗର ଚଢ଼ାଉ ବେଳେ ୧୧୦ ଗ୍ରାମ ଓଜନର ବ୍ରାଉନସୁଗର ଜବତ ସହ ଜଣଙ୍କୁ...

ଅନୁଗୁଳ ଅବକାରୀ ବିଭାଗର ଚଢ଼ାଉ ବେଳେ ୧୧୦ ଗ୍ରାମ ଓଜନର ବ୍ରାଉନସୁଗର ଜବତ ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ।

231
ADVERTISEMENT

ଅନୁଗୁଳ,୧୨/୯(ଡି.ଏଚ୍ ବ୍ୟୁରୋ):-ଅନୁଗୁଳ ଅବକାରୀ ବିଭାଗର ଚଢ଼ାଉ ବେଳେ ୧୧୦ ଗ୍ରାମ ଓଜନର ବ୍ରାଉନସୁଗର ଜବତ ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ଅନୁଗୁଳ ଥାନା ଅନ୍ତର୍ଗତ କୁକୁଡାଙ୍ଗ ଗ୍ରାମର ସରୋଜ ପ୍ରଧାନହୋଇଥିବାବେଳେ ସେ ସ୍ଥାନୀୟ କୁକୁଡାଙ୍ଗ ରାସ୍ତାରେ ବ୍ରାଉନସୁଗର ବିକ୍ରି କରିବା ପାଇଁ ଗ୍ରାହକ ଅପେକ୍ଷାରେ ଥିଲା ।

Advertisement