Thursday, September 24, 2026
ADVERTISEMENT
Home ଜିଲ୍ଲା ଅନୁଗୁଳ ସାନ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କଲା ବଡ଼ଭାଇ।

ସାନ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କଲା ବଡ଼ଭାଇ।

187
ADVERTISEMENT

ପାଲଲହଡା,୦୨/୯(ଡି.ଏଚ୍ ବ୍ୟୁରୋ):-ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ପଦାପସି ଗାଁରେ ସାନ ଭାଇକୁ ହତ୍ୟା କଲା ବଡ଼ଭାଇ। ଏବଂ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବଡ଼ଭାଇ ଗେଣ୍ଡୁ କିସାନ୍ ସାନଭାଇ ଖଜୁରି କିସାନ୍ କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଥିବାବେଳେ ଖମାର ପୁଲିସ ଘଟଣାର ତଦନ୍ତ ଜାରି କରୁଥିବା ସୂଚନା ।

Advertisement