Friday, September 25, 2026
ADVERTISEMENT
Home ଆଞ୍ଚଳିକ ମୋହନା ତହସିଲ ପକ୍ଷରୁ ଜନସେବା କେନ୍ଦ୍ରମାନଙ୍କୁ ନେଇ ବିଭିନ୍ନ କର ଓ ଖଜଣା ସଂଗ୍ରହ ପ୍ରତିଯୋଗୀତା...

ମୋହନା ତହସିଲ ପକ୍ଷରୁ ଜନସେବା କେନ୍ଦ୍ରମାନଙ୍କୁ ନେଇ ବିଭିନ୍ନ କର ଓ ଖଜଣା ସଂଗ୍ରହ ପ୍ରତିଯୋଗୀତା l

245
ADVERTISEMENT

ମୋହନା,୧୯/୮(ମୋହନ ଗୌଡ଼):-ଅଗଷ୍ଟ ୧୫ ତାରିଖରେ ଉଲ୍ଲେଖନୀୟ ଅବଦାନ ରଖିଥିବା କିଛି ଜନସେବା କେନ୍ଦ୍ର ବିଜେତାଙ୍କ ନାମ ସ୍ଥlନୀୟ ତହସିଲ ପକ୍ଷରୁ ଘୋଷଣା କରାଯିବା ସହ ବିଜେତାଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ଉଲ୍ଲେଖନୀୟ କାର୍ଯ୍ୟପାଇଁ ମୋହନାର ରଥ ଜନସେବା କେନ୍ଦ୍ର ମାଲିକ ଯୋଗେନ୍ଦ୍ର ରଥ , ଚ଼ନ୍ଦ୍ରଗିରିର ରିତେଶ ସର୍ଭିସ୍ ପଏଣ୍ଟ, ପରିଚାଳିତ ପିତାମ୍ବର ଦଳପତି, ବିରିକୋଟ ଗ୍ରାମର ସୁନୀଲ ଗମାଙ୍ଗଙ୍କ ଦ୍ୱାରା ପରିଚାଳିତ ବ୍ଲେସିଙ୍ଗ କମ୍ୟୁନିକେସନ୍ ଜନସେବା କେନ୍ଦ୍ରକୁ ତହସିଲଦାର ହିମାଂଶୁ ଭୂଷଣ ପଲାଇ ପୁରସ୍କୃତ କରିଛନ୍ତି। ଆଗାମୀ ଦିନରେ ମଧ୍ଯ ଏହିଭଳି ପ୍ରତିଯୋଗୀତା ଜାରି ରହିବା ସହ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରାଯିବ ବୋଲି ଶ୍ରୀ ପଲାଇ କହିଛନ୍ତି।

Advertisement