Wednesday, September 23, 2026
ADVERTISEMENT
Home ଆଞ୍ଚଳିକ ପୁଲିସ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ବିସ୍ଫୋରକ ଜବତ l

ପୁଲିସ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ବିସ୍ଫୋରକ ଜବତ l

228
ADVERTISEMENT

ମାଲକାନଗିରି,୧୯/୮(ଡି.ଏଚ୍ ବ୍ୟୁରୋ):-ମାଲକାନଗିରି ଜିଲ୍ଲା ସୀମାନ୍ତ ଦାନ୍ତେଓ୍ବାଡ଼ା ଜିଲ୍ଲାରେ ପୁଲିସ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ବିସ୍ଫୋରକ ଜବତ ସହ ଜଣେ ନାବାଳକ ସମେତ ୪ ଜଣ ମାଓବାଦୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନେ ହାଇଦ୍ରାବାଦରୁ ବିଜାପୁରକୁ ବିସ୍ଫୋରକ ସାମଗ୍ରୀ ଚାଲାଣ ୱାକରୁଥିଲେ ବୋଲି ସୂଚନାl

Advertisement