ADVERTISEMENT
Home ଜିଲ୍ଲା ଅନୁଗୁଳ ଭିଜିଲାନ୍ସ ଜାଲରେ ଅନୁଗୁଳ ଉଠା ଜଳସେଚନ ବିଭାଗର ଉପନିର୍ବାହୀ ଯନ୍ତ୍ରୀ ଶରତ କୁମାର ପ୍ରଧାନ।

ଭିଜିଲାନ୍ସ ଜାଲରେ ଅନୁଗୁଳ ଉଠା ଜଳସେଚନ ବିଭାଗର ଉପନିର୍ବାହୀ ଯନ୍ତ୍ରୀ ଶରତ କୁମାର ପ୍ରଧାନ।

171
ADVERTISEMENT

ଅନୁଗୁଳ,୧୨/୮(ଡି.ଏଚ୍ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଅନୁଗୁଳ ଉଠା ଜଳସେଚନ ବିଭାଗର ଉପନିର୍ବାହୀ ଯନ୍ତ୍ରୀ ଶରତ କୁମାର ପ୍ରଧାନ। ସେ ଜଣେ ଠିକାଦାରଙ୍କ ଠାରୁ ଇଲେକ୍ଟ୍ରିକାଲ ଏଷ୍ଟିମେଟ୍ କରିବାକୁ ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି lଏବଂ ଭିଜିଲାନ୍ସ ବିଭାଗ ତାଙ୍କ ପାଖରୁ ଟଙ୍କା ଜବତ କରିବା ସହ ତାଙ୍କ କାର୍ଯ୍ୟାଳୟ ସମେତ ଏକାଧିକ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି।

Advertisement