ଆଞ୍ଚଳିକନବରଙ୍ଗପୁର ବାପାର କୋଦାଳ ଚୋଟରେ ପୁଅର ମୃତ୍ୟୁ। By DuniaHalchal - August 10, 2023 212 Share FacebookXPinterestWhatsApp ADVERTISEMENT ଉମରକୋଟ,୧୦/୮(ଡି.ଏଚ୍ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବଙ୍ଗୀୟ ଖ।ଣ୍ଡା ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ବାପାର କୋଦାଳ ଚୋଟରେ ପୁଅର ମୃତ୍ୟୁ। ଏବଂ ଅଭିଯୁକ୍ତ ବାପା ବିପୁଲ ରାୟ ଉମରକୋଟ ଥାନାରେ ଆତ୍ମସମର୍ପଣକରିଥିବାବେଳେ ପୋଲିସ ପକ୍ଷରୁ ଉକ୍ତ ଘଟଣାର ତଦନ୍ତ ଜାରି । Advertisement