ବିପୁଳ ପରିମାଣର ବିସ୍ଫୋରକ ସହ ବନ୍ଧୁକ ଜବତ ।

152
ADVERTISEMENT

ମାଲକାନଗିରି,୦୯/୮(ଡି.ଏଚ୍ ବ୍ୟୁରୋ):-ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଆମପଦର-ଏଲକାନୁର ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ସହ ବନ୍ଧୁକ ଜବତ । ସ୍ଥାନୀୟ ଭେଜାଙ୍ଗିବାଡ଼ାରେ ବିଏସ୍ଏଫ୍ ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ ମାଟି ତଳୁ ବନ୍ଧୁକ ସମେତ ଗୁଳିଭର୍ତ୍ତି ୩ଟି କ୍ୟାଟ୍ରିଜ୍, ୨୫୦ମିଟର ବିଦ୍ୟୁତ୍ ତାର, ହାତ ତିଆରି ରକେଟ ଲଞ୍ଚର, ୨୯ଟି ଜିଲୋଟିନ୍ ଷ୍ଟିକ୍, ୩୦ଟି ଡେଟୋନେଟର, ୫ପ୍ୟାକେଟ ଆଲୁମିନିୟମ ନାଇଟ୍ରେଟ, ଆଦି ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି l

Advertisement