Saturday, September 26, 2026
ADVERTISEMENT
Home ଆଞ୍ଚଳିକ ଫିରିଙ୍ଗିଆ ଅଂଚଳରେ ପୁରୁଷଶୂନ୍ୟ ହୋଇଥିବା ଦେଖିବାକୁ ମିଳିଛି ।

ଫିରିଙ୍ଗିଆ ଅଂଚଳରେ ପୁରୁଷଶୂନ୍ୟ ହୋଇଥିବା ଦେଖିବାକୁ ମିଳିଛି ।

161
ADVERTISEMENT

ଫିରିଙ୍ଗିଆ,୦୭/୮(ଡ଼ି.ଏଚ ବ୍ୟୁରୋ):-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ଘଟଣାକୁ ନେଇ ପୁଲିସ ଥାନାରେ ମୋଟ ୪୦ ଜଣଙ୍କ ନାରେ ମାମଲା ରୁଜୁ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୯ ଜଣଙ୍କୁ ଗିରଫ କରିଛି। ଏବଂ ଅନ୍ୟମାନଙ୍କୁ ଗିରଫ କରିବା ଲାଗି ପୁଲିସ ଉଦ୍ୟମ ଜାରି ରଖିଥିବାବେଳେ ଗିରଫ ଭୟରେ ଫିରିଙ୍ଗିଆ ଅଂଚଳରେ ପୁରୁଷଶୂନ୍ୟ ହୋଇଥିବା ଦେଖିବାକୁ ମିଳିଛି ।

Advertisement