Wednesday, September 23, 2026
ADVERTISEMENT
Home ଆଞ୍ଚଳିକ ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ଛତିଶଗଡ଼ର ସରାୟପାଲିରେ କାଉଡ଼ିଆ ବେଶରେ ଗଞ୍ଜେଇ ଚାଲାଣl

ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ଛତିଶଗଡ଼ର ସରାୟପାଲିରେ କାଉଡ଼ିଆ ବେଶରେ ଗଞ୍ଜେଇ ଚାଲାଣl

205
ADVERTISEMENT

ନବରଙ୍ଗପୁର,୨୮/୭(ଡି.ଏଚ୍ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ଛତିଶଗଡ଼ର ସରାୟପାଲିରେ କାଉଡ଼ିଆ ବେଶରେ ଗଞ୍ଜେଇ ଚାଲାଣ l ଗଞ୍ଜେଇ ମାଫିଆ ମାନେ କାଉଡ଼ିଆ ବେଶ ଧାରଣ କରି ଗଞ୍ଜେଇ ଚାଲାଣ କରୁଥିବାବେଳେ ସରାୟପାଲି ଥାନା ପୋଲିସ ୩୧ କିଲୋ ଓଜନର ଗଞ୍ଜେଇ ଜବତ କରିବା ସହ ଦୁଇଜଣ ଯୁବକଙ୍କୁ ଗିରଫ କରିଛି ।ଏବଂ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭ଲକ୍ଷ ୭୫ହଜାର ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ।

Advertisement