Saturday, August 8, 2026
ADVERTISEMENT
Home ଆଞ୍ଚଳିକ ବରଗଡ଼ରେ ଯୁବକଙ୍କୁ ଗଳା କାଟି ହତ୍ୟା।

ବରଗଡ଼ରେ ଯୁବକଙ୍କୁ ଗଳା କାଟି ହତ୍ୟା।

177
ADVERTISEMENT

ବରଗଡ଼,୨୦/୭(ଡି.ଏଚ ବ୍ୟୁରୋ):-ବରଗଡ଼ରେ ଯୁବକଙ୍କୁ ଗଳା କାଟି ହତ୍ୟା। ଯୁବକ ଜଣକ ବରଗଡ଼ ନିଲିବନ୍ଧ ପଡ଼ାରେ ଭଡ଼ା ଘରେ ରହୁଥିବାବେଳେ ଆଜି ସକାଳୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବଂ ସେ ଜଣେ ରଙ୍ଗ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ସେ ନେଇ ଘଟଣାସ୍ଥଳରେ ପୁଲିସର ଅନୁସନ୍ଧାନ ଜାରି |

Advertisement