Thursday, August 20, 2026
ADVERTISEMENT
Home ଜାତୀୟ ବିହାର ବିଧାନସଭା ମୌସୁମୀ ଅଧିବେଶନର ଶେଷଦିନରେ ବିଜେପି ବିଧାୟକ ସଞ୍ଜୟ ସିଂଙ୍କୁ ବାଚସ୍ପତିଙ୍କ ନିର୍ଦେଶରେ ବିଧାନସଭାର...

ବିହାର ବିଧାନସଭା ମୌସୁମୀ ଅଧିବେଶନର ଶେଷଦିନରେ ବିଜେପି ବିଧାୟକ ସଞ୍ଜୟ ସିଂଙ୍କୁ ବାଚସ୍ପତିଙ୍କ ନିର୍ଦେଶରେ ବିଧାନସଭାର ମାର୍ସାଲମାନେ ବଳପୂର୍ବକ ବାହାର କରିଥିଲେ।

163
ADVERTISEMENT

ନୂଆଦିଲ୍ଲୀ,୧୫/୭(ଡି.ଏଚ ବ୍ୟୁରୋ):-ବିହାର ବିଧାନସଭା ମୌସୁମୀ ଅଧିବେଶନର ଶେଷଦିନରେ ବିଜେପି ସଦସ୍ୟମାନଙ୍କର ନାରାବାଜୀ ସହ ବିରୋଧ ପ୍ରଦର୍ଶନ । ଫଳରେ ବିଜେପି ବିଧାୟକ ସଞ୍ଜୟ ସିଂଙ୍କୁ ବାଚସ୍ପତିଙ୍କ ନିର୍ଦେଶରେ ବିଧାନସଭାର ମାର୍ସାଲମାନେ ବଳପୂର୍ବକ ବାହାର କରି ଥିଲେ।ଏବଂ ଗୃହକାର୍ଯ୍ୟକୁ ଦ୍ବିପହର ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ।

Advertisement