Friday, September 25, 2026
ADVERTISEMENT
Home ଜିଲ୍ଲା ଅନୁଗୁଳ ଅନୁଗୁଳ ମାର୍କେଟରେ ପୁଣି ନକଲି ଔଷଧ।

ଅନୁଗୁଳ ମାର୍କେଟରେ ପୁଣି ନକଲି ଔଷଧ।

156
ADVERTISEMENT

ଅନୁଗୁଳ,୦୭/୭(ଡି.ଏଚ ବ୍ୟୁରୋ):-ଅନୁଗୁଳ ମାର୍କେଟରେ ପୁଣି ନକଲି ଔଷଧ। ଡ୍ରଗ୍ସ କଣ୍ଟ୍ରୋଲ୍ ଏନ୍ଫୋର୍ସମେଣ୍ଟ୍ ଟିମ୍ ଅନୁଗୁଳ ସହରରେ ଚଢ଼ଉ କରି ଗୋଟିଏ ମେଡିସିନ୍ ହୋଲ୍ସେଲର୍ ଏବଂ ରିଟେଲର୍ ଦୋକାନକୁ ସିଲ୍ କରିବା ସହ ଉଭୟ ରିଟେଲର୍ ଏବଂ ହୋଲ୍ସେଲର୍ ଫାର୍ମର ଚାରି ଜଣ ପାର୍ଟନରଙ୍କ ନାଁରେ ଅନୁଗୁଳ ଥାନାରେ ମାମଲା ରୁଜୁ କରିଛି।

Advertisement