Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ଶରଧାବାଲିରେ ଲାଗିଲା ତିନି ରଥ l

ଶରଧାବାଲିରେ ଲାଗିଲା ତିନି ରଥ l

173
ADVERTISEMENT

ପୁରୀ,୨୨/୬(ଡି.ଏଚ ବ୍ୟୁରୋ):-ଶରଧାବାଲିରେ ଲାଗିଲା ତିନି ରଥ l ହଜାର ହଜାର ଭକ୍ତଙ୍କ ଗହଳିରେ ଚଳଚଞ୍ଚଳ ହୋଇଛି ଶରଧାବାଲି। ଏବଂ ରଥାରୂଢ଼ ଶ୍ରୀବିଗ୍ରହଙ୍କୁ ମନଖୋଲା ଦର୍ଶନ କରି ଭାବବିନୋଦିଆ କାଳିଆର ଭାବରେ ବୁଡ଼ି ଭାବବିହ୍ବଳ ହୋଇପଡିଛନ୍ତି ଶ୍ରଦ୍ଧାଳୁ ।

Advertisement