ଭୁବନେଶ୍ୱର,୨୧/୬(ଡି.ଏଚ ବ୍ୟୁରୋ):-ଆଜି ଆନ୍ତର୍ଜାତୀୟ ଯୋଗ ଦିବସ। ରାଜ୍ୟ, ଦେଶ ତଥା ବିଶ୍ବର ପ୍ରତ୍ୟେକ ସ୍ଥାନରେ ଏହି ଦିବସକୁ ଅତି ନିରାଡମ୍ବର ଭାବେ ପାଳନ କରିବା ସହ ଯୋଗାଭ୍ୟାସ କରୁଛନ୍ତି ଯୋଗ ବ୍ୟାୟାମର ସଦସ୍ୟମାନେ । ନିଜକୁ ସୁସ୍ଥ ଓ ଶୁଦ୍ଧ ରଖିବା ପାଇଁ ସକାଳର ଯୋଗ ଅତି ଗୁରୁତ୍ୱପୂର୍ଣ ଅଟେ । ଏବଂ ସକାଳୁ ସକାଳୁ ଯୋଗ କରିବା ଦ୍ୱାରା ଶରୀର ଶୁଦ୍ଧି ହୁଏ ବୋଲି ବିଶ୍ୱାସ କରାଯାଏ।


















