ADVERTISEMENT
Home ଆଞ୍ଚଳିକ ଆଜି ପହିଲି ରଜ।

ଆଜି ପହିଲି ରଜ।

114
ADVERTISEMENT

ଭୁବନେଶ୍ୱର,୧୪/୬(ଡି.ଏଚ ବ୍ୟୁରୋ):-ଆଜି ପହିଲି ରଜ। ରାଜ୍ୟର ବିଭିନ୍ନ ସ୍ଥାନରେ ରଜ ପର୍ବ ଧୂମଧାମରେ ପାଳିତ ହେଉଛି। ନୂଆ ପୋଷାକ ପିନ୍ଧି ରଜ ଦୋଳି ସାଙ୍ଗକୁ ପିଠାପଣାର ମଜା ନେଲେଣି ସବୁ ବର୍ଗର ଲୋକ। ଏବଂ କେତେକ ସ୍ଥାନରେ ରଜ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି। ସେହିଭଳି ପହିଲି ରଜ ପାଇଁ ପୂରା ରାଜଧାନୀ ବି ଚଳଚଞ୍ଚଳ ହୋଇପଡ଼ିଛି।

Advertisement