Thursday, August 20, 2026
ADVERTISEMENT
Home ଆଞ୍ଚଳିକ ରାଜ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇ ନଥିବା ଗାଡ଼ି ଚାଳକଙ୍କ ବିରୋଧରେ ଆସନ୍ତା ଜୁନ୍...

ରାଜ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇ ନଥିବା ଗାଡ଼ି ଚାଳକଙ୍କ ବିରୋଧରେ ଆସନ୍ତା ଜୁନ୍ ୨୩ରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

131
ADVERTISEMENT

ଭୁବନେଶ୍ୱର,o୯ /୬(ଡି.ଏଚ ବ୍ୟୁରୋ):-ରାଜ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇ ନଥିବା ଗାଡ଼ି ଚାଳକଙ୍କ ବିରୋଧରେ ଆସନ୍ତା ଜୁନ୍ ୨୩ ତାରିଖରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଏବଂ ସେମାନଙ୍କ ଠାରୁ ଇ-ଚାଲାଣ ଜରିଆରେ ୫ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସୂଚନା।

Advertisement