Friday, November 6, 2026
ADVERTISEMENT
Home ଆଞ୍ଚଳିକ ହୋମଗାର୍ଡଙ୍କୁ ଟାଙ୍ଗିଆରେ ଆକ୍ରମଣ ।

ହୋମଗାର୍ଡଙ୍କୁ ଟାଙ୍ଗିଆରେ ଆକ୍ରମଣ ।

175
ADVERTISEMENT

ବୌଦ୍ଧ,o୬/୬(ଡି.ଏଚ୍ ବ୍ୟୁରୋ):-ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅଂଚଳରେ ଗଞ୍ଜେଇ କାରବାରରେ ବାଧକ ସାଜିବାରୁ ହୋମଗାର୍ଡ ଗିରୀଶ ଚନ୍ଦ୍ର କଅଁରଙ୍କୁ ଟାଙ୍ଗିଆରେ ଆକ୍ରମଣ । ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ସ୍ଥାନୀୟ ପୁଲିସ ଜଣକୁ ଅଟକ ରଖି ପଚରାଉଚରା ଜାରି କରୁଛି ।

Advertisement