Thursday, October 15, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ ବାଲେଶ୍ବର ବୈଧମାପ ବିଭାଗର ସହକାରୀ ନିୟନ୍ତ୍ରକ ସାଗରିକା ସାବତ l

ଭିଜିଲାନ୍ସ ଜାଲରେ ବାଲେଶ୍ବର ବୈଧମାପ ବିଭାଗର ସହକାରୀ ନିୟନ୍ତ୍ରକ ସାଗରିକା ସାବତ l

142
ADVERTISEMENT

ବାଲେଶ୍ବର,o୩/୬(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ବାଲେଶ୍ବର ବୈଧମାପ ବିଭାଗର ସହକାରୀ ନିୟନ୍ତ୍ରକ ସାଗରିକା ସାବତ l ସେ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ଏବଂ ଭିଜିଲାନ୍ସ ବିଭାଗ ତାଙ୍କ ବାଲେଶ୍ବର ସହର ଆଜିମାବାଦରେ ଥିବା ଭଡ଼ାଘର, ରାଜାବଗିଚାରେ ଥିବା କାର୍ଯ୍ୟାଳୟ ଏବଂ ଗଂଜାମ ଜିଲ୍ଲା ବ୍ରହ୍ମପୁର ଶକ୍ତିନଗର ଠାରେ ଥିବା ନିଜ ଘରେ ଚଢ଼ାଉ ଜାରି କରିଥିବା ସୂଚନା ।

Advertisement