Tuesday, October 13, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ଶେରଗଡ଼ରୁ ପୁରୀକୁ ‘ଜଗନ୍ନାଥ ଏକ୍ସପ୍ରେସ୍ ନାମକ ଏସି ବସ୍’ର ଶୁଭାରମ୍ଭ ହୋଇଛି।

ଗଞ୍ଜାମ ଜିଲ୍ଲା ଶେରଗଡ଼ରୁ ପୁରୀକୁ ‘ଜଗନ୍ନାଥ ଏକ୍ସପ୍ରେସ୍ ନାମକ ଏସି ବସ୍’ର ଶୁଭାରମ୍ଭ ହୋଇଛି।

129
ADVERTISEMENT

ବ୍ରହ୍ମପୁର,o୧/୬(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଶେରଗଡ଼ରୁ ପୁରୀକୁ ‘ଜଗନ୍ନାଥ ଏକ୍ସପ୍ରେସ୍ ନାମକ ଏସି ବସ୍’ର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ଜରିଆରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିବାବେଳେ ଓଏସ୍ଆର୍ଟିସି ପକ୍ଷରୁ ଏହି ବସ୍ ସେବା ଆରମ୍ଭ ହୋଇଛି।

Advertisement