ଭିଜିଲାନ୍ସ ଜାଲରେ ବ୍ରହ୍ମପୁର କ୍ଷୁଦ୍ର ଜଳସେଚନ ବିଭାଗର ଦୁଇ କନିଷ୍ଠ ଯନ୍ତ୍ରୀ l

98
ADVERTISEMENT

ବ୍ରହ୍ମପୁର,୩୦/୫(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ବ୍ରହ୍ମପୁର କ୍ଷୁଦ୍ର ଜଳସେଚନ ବିଭାଗର ଦୁଇ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଢ଼ୀ, ଜେଇ ତଥା ଏଷ୍ଟିମେଟର୍ ଧୀରେନ୍ଦ୍ର କୁମାର ପଣ୍ଡା ଓ ଜଣେ ଖଲାସୀ ଅଜୟ ପାତ୍ର । କୁକୁଡାଖଣ୍ଡି ବଡ ବନ୍ଧକାମର ଏଗ୍ରିମେଣ୍ଟ୍ ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ସେମାନଙ୍କ ନିକଟରୁ ଲାଞ୍ଚ ବାବଦ ୧୦ହଜାର ଟଙ୍କା ଜବତ କରିବା ସହିତ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

Advertisement