ଆଞ୍ଚଳିକକଟକ ବେଆଇନ୍ ଲିଙ୍ଗନିରୂପଣ କେନ୍ଦ୍ର ସିଲ୍ l By DuniaHalchal - May 25, 2023 155 Share FacebookXPinterestWhatsApp ADVERTISEMENT କଟକ,୨୫/୫(ଡି.ଏଚ ବ୍ୟୁରୋ):-କଟକର ଫ୍ରେଣ୍ଡସ୍ କଲୋନିରେ ଚାଲିଥିବା ବେଆଇନ୍ ଲିଙ୍ଗନିରୂପଣ କେନ୍ଦ୍ର ସିଲ୍l କଟକ ଜିଲ୍ଲାପାଳଙ୍କ ଟିମ୍ ମିଳିତଭାବେ ଚଢଉ କରି ଏଭଳି ତଥ୍ୟ ହାସଲ କରିବା ସହି କେନ୍ଦ୍ରକୁ ସିଲ୍ କରି ଛନ୍ତି। ଏବଂ ଅଲଟ୍ରାସାଉଣ୍ଡ୍ ମେସିନ୍ ସମେତ ବିଭିନ୍ନ ସାମଗ୍ରୀ ମଧ୍ୟ ଜବତ କରିଛନ୍ତି। Advertisement