ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା ପୁଲିସ ପକ୍ଷରୁ ଏକ ୬ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ l

97
ADVERTISEMENT

ବ୍ରହ୍ମପୁର,(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା ପୁଲିସ ପକ୍ଷରୁ ଏକ ୬ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ l ଏବଂ ସେମାନଙ୍କ ନିକଟରୁ ବନ୍ଧୁକ,ଗୁଳି, ୫ଟି ବାଇକ୍ ଜବତ,ହୋଇଥିବାବେଳେ ସେମାନେ ୮ଟି ଥାନାର ୧୪ଟି ମାମଲାରେ ସଂପୃକ୍ତ ଥିବା ସୂଚନା l ଗିରଫ ଅଭିଯୁକ୍ତମାନେ ହେଲେ, ବଡ଼ବଜାର ଥାନା ଅନ୍ତର୍ଗତ ବ୍ରଜରାଜନଗର ଅଞ୍ଚଳର ସୁଶାନ୍ତ କୁମାର ସାହୁ, ଶ୍ରୀରାମନଗର ଜଗନ୍ନାଥବିହାର ର ସୁମନ୍ ଚୌଧୁରୀ, ଗଣପତିନଗରର ସାଗର ସାହୁ, ନିମଖଣ୍ଡି ଥାନା ଝାଡ଼ାଙ୍କୁଲିର ସୁକଦେବ ସାହୁ, ଛତ୍ରପୁର ଥାନା ସିନ୍ଦୁରପୁର ଗ୍ରାମର ପିଙ୍କୁ ସାହୁ ଏବଂ ବ୍ରଜନଗର ୨ୟ ଗଳିର କିସାନ୍ ସାହୁ ।

Advertisement