ଆସନ୍ତା ୩ ଦିନ ଧରି ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ।

125
ADVERTISEMENT

ଭୁବନେଶ୍ୱର,୧୪/୫(ଡି.ଏଚ ବ୍ୟୁରୋ):-ଆସନ୍ତା ୩ ଦିନ ଧରି ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଖରା ଓ ଗୁଳୁଗୁଳିରେ ପୂରା ରାଜ୍ୟ ହନ୍ତସନ୍ତ ହେଉଥିବା ବେଳେ ଅନେକ ସ୍ଥାନରେ ୨ରୁ ୪ ଡିଗ୍ରି ତାପମାତ୍ରା ବୃଦ୍ଧି ପାଇବl ସହ କିଛି ଜିଲ୍ଲାରେ ପାରଦ୪୫ ଡିଗ୍ରି ଅତିକ୍ରମ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା । ଏବଂ ଏଭଳି ସ୍ଥିତିରେ ଅଂଶୁଘାତ ମାମଲା ବଢ଼ିବାର ସମ୍ଭାବନା ରହିଛି।

Advertisement