Thursday, October 15, 2026
ADVERTISEMENT
Home ଆଞ୍ଚଳିକ ବଢେଇ କୁଳ ମହୁରୀ ତାଲୁକା ଗ୍ରାମାଞ୍ଚଳର ୩ୟ ମହାସମ୍ମିଳନୀ ଅନୁଷ୍ଠିତ l

ବଢେଇ କୁଳ ମହୁରୀ ତାଲୁକା ଗ୍ରାମାଞ୍ଚଳର ୩ୟ ମହାସମ୍ମିଳନୀ ଅନୁଷ୍ଠିତ l

131
ADVERTISEMENT

କୁକୁଡାଖଣ୍ଡି,୧୩/୫(ଇ.ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ଲୋଚାପଡ଼ା ଗଙ୍ଗାଧରେଶ୍ୱର(ପାଣି ମହାପ୍ରଭୁ)ମନ୍ଦିର ପ୍ରାଙ୍ଗଣରେ ଆଜି ବିଶ୍ୱକର୍ମା ବଢେଇକୁଳ ସମାଜର ମହୁରୀତାଲୁକା ୩ୟ ମହାସମ୍ମିଳନୀ ବୈଠକ ରବୀନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ୩0ଉର୍ଦ୍ଧ ଗ୍ରାମାଞ୍ଚଳର ବଢେଇକୁଳର କର୍ମକର୍ତ୍ତାଙ୍କୁ ନେଇ ନୂତନ କମିଟି କେନ୍ଦ୍ରୀୟ ଓ ଗ୍ରାମାଞ୍ଚଳ ସ୍ତରୀୟ ସଭାପତି ସମ୍ପାଦକ ଚୟନ ରାଜଶ୍ରୀ ବଲ୍ଲବ ଭାଇଙ୍କ ସଭାପତିତ୍ବରେ ଚୟନ ହୋଇଯାଇଛି l ଉକ୍ତ କମିଟିର ଉପଦେଷ୍ଟା ଭାବେ ଶ୍ରୀନିବାସ ମହାରଣା,ସଭାପତି ଅଭିରାମ ମହାରଣା, ଉପସଭାପତି ଭାବେ ରବୀନ୍ଦ୍ର କୁମାର ମହାରଣା, ସମ୍ପାଦକ ସୁରେଶ ଚନ୍ଦ୍ର ମହାରଣା, ସଂଘଟନ ସମ୍ପାଦକ ବିଜୟ ମହାରଣା, କୋଷାଧକ୍ଷ କବିରାଜ ମହାରଣା,ସମେତ ବହୁ ବିଭିନ୍ନ ଗ୍ରାମାଞ୍ଚଳର ୩00ରୁ ଉର୍ଦ୍ଧ କର୍ମକର୍ତ୍ତା ଯୋଗଦେଇ ସମର୍ଥକ ଭାବେ ହାତ ମୁଠାକୁ ଟାଣ କରିଥିଲେ l

Advertisement