ରାଜ୍ୟରେ ପ୍ରବଳ ଖରା ଜାରି ହେବlସହ ପାଗ ଖରାଟିଆ ଓ ଶୁଖିଲା ରହିବ ।

97
ADVERTISEMENT

ଭୁବନେଶ୍ୱର,୦୮/୫(ଡି.ଏଚ ବ୍ୟୁରୋ):-ରାଜ୍ୟରେ କାଳବୈଶାଖୀ ପ୍ରଭାବ ବିଶେଷ କିଛି ନଥିବାରୁ ପ୍ରବଳ ଖରା ଜାରି ହେବlସହ ପାଗ ଖରାଟିଆ ଓ ଶୁଖିଲା ରହିବ । ଏବଂ ଆସନ୍ତା ୩ ଦିନ ଭିତରେ ରାଜ୍ୟର ତାପମାତ୍ରା ୨ରୁ ୪ ଡିଗ୍ରି ଯାଏ ବଢ଼ିବl ସହ ପ୍ରଚଣ୍ଡ ଖରା ରାଜ୍ୟବାସୀଙ୍କୁ ହନ୍ତସନ୍ତ କରିବ ବୋଲି ସୂଚନା ।

Advertisement