Tuesday, September 22, 2026
ADVERTISEMENT
Home ରାଜ୍ୟ ଧରାପଡ଼ିଗଲା ଆତଙ୍କରାଜ୍ ଚଳାଇଥିବା ଡକାୟତ ଗ୍ୟାଙ୍ଗ

ଧରାପଡ଼ିଗଲା ଆତଙ୍କରାଜ୍ ଚଳାଇଥିବା ଡକାୟତ ଗ୍ୟାଙ୍ଗ

733
ADVERTISEMENT

ଢେଙ୍କାନାଳ,(ଦୁନିଆ ହାଲ୍ ଚାଲ୍): କାମାକ୍ଷାନଗର ଓ ଆଖପାଖ ଅଞ୍ଚଳରେ ଆତଙ୍କରାଜ୍ ଚଳାଇଥିବା ଏକ ଡକାୟତ ଗ୍ୟାଙ୍ଗକୁ ପୁଲିସ ଗିରଫ କରିଛି। ଗତ ମାସକ ମଧ୍ୟରେ ସାରୁଆଳି ଜଙ୍ଗଲ ରାସ୍ତାରୁ ଦମ୍ପତିଙ୍କ ଠାରୁ ସୁନା ଚେନ୍ ଲୁଟ୍, ବିଜାଦିହ ଜଙ୍ଗଲ ରାସ୍ତାରୁ ମାଇକ୍ରୋ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲୁଟ୍ କରିଥିଲେ ଏହି ଡକାୟତ ଗ୍ୟାଙ୍ଗ। କେବଳ କାମାକ୍ଷାନଗର, ଢେଙ୍କାନାଳ ନୁହେଁ ଭୁବନେଶ୍ୱରର ଅନେକ ସ୍ଥାନରେ ହୋଇଥିବା ଲୁଟ୍ ଘଟଣାରେ ମଧ୍ୟ ଏହି ଡକାୟତ ଗ୍ୟାଙ୍ଗ ସାମିଲ ଥିବା କାମାକ୍ଷାନଗର ପୁଲିସ୍‌ କହିଛି।

Advertisement