Thursday, October 15, 2026
ADVERTISEMENT
Home ଆଞ୍ଚଳିକ କୋଙ୍କୋରଡl ବିଜ୍ଞାନ ମହା ବିଦ୍ୟାଳୟରେ ଓଡ଼ିଶା ମିଲେଟ୍ ମିଶନ (OMM) ତରଫରୁ ମିଲେଟ୍ କୁଇଜ଼ କମ୍ପିଟେସନ...

କୋଙ୍କୋରଡl ବିଜ୍ଞାନ ମହା ବିଦ୍ୟାଳୟରେ ଓଡ଼ିଶା ମିଲେଟ୍ ମିଶନ (OMM) ତରଫରୁ ମିଲେଟ୍ କୁଇଜ଼ କମ୍ପିଟେସନ ଆରମ୍ଭ ହୋଇଥିଲା l

168
ADVERTISEMENT

ସାନଖେମୁଣ୍ଡି,୦୧/୫(ସପନ ଦାସ):-ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କୋଙ୍କୋରଡl ବିଜ୍ଞାନ ମହା ବିଦ୍ୟାଳୟରେ ସୋମବାର ଦିନ ଓଡ଼ିଶା ମିଲେଟ୍ ମିଶନ (OMM) ତରଫରୁ ମିଲେଟ୍ କୁଇଜ଼ କମ୍ପିଟେସନ ଆରମ୍ଭ ହୋଇଥିଲା l ଉକ୍ତ ପ୍ରତିୋଗିତlଟି କଲେଜର ଅଧ୍ୟକ୍ଷ ଡ଼ଃ. ପ୍ରକାଶ ଚନ୍ଦ୍ର ଜେନାଙ୍କ ପୌରହିତରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲା ପ୍ରୋଜେକ୍ଟ ଅଫିସର ଅମ୍ବିକା ଦୂତ୍ ଏବଂ ବ୍ଲକ ସଂଯୋଜକ ଶିବ ପ୍ରଧାନ ମୁଖ୍ୟ କାଯ୍ୟ କର୍ତ୍ତା ଭାବେ ଯୋଗଦେଇଥିଲେ l ଏହି ପ୍ରତିଯୋଗିତାରେ କଲେଜର ଛାତ୍ର ଛାତ୍ରୀ ମାନେ ଭାଗ ନେବା ସହିତ , ପ୍ରତିଯୋଗିତା ଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସହିତ ସମ୍ମାନ ପତ୍ର ପ୍ରଦାନ କରାଯାଇଥିଲା l ଏହା ସହିତ କଲେଜର ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗ ଦେଇ ପ୍ରତିଯୋଗିତାଟିକୁ ସଫଳ କରାଇଥିଲେ l

Advertisement