ଅଶ୍ଳୀଳ ଫଟୋ ଧରି ନୃତ୍ୟ କରିବା ପଡିଲା ମହଙ୍ଗା l

117
ADVERTISEMENT

ବ୍ରହ୍ମପୁର,୦୧/୫(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାରେ କିଛି ବିବାଦୀୟ ଅଭିନେତ୍ରୀଙ୍କ ଅଶ୍ଳୀଳ ଫଟୋ ଧରି ନୃତ୍ୟ କରିବା ପଡିଲା ମହଙ୍ଗା l ଉକ୍ତ ଘଟଣାରେ ପୁଲିସ ୫ଜଣଙ୍କୁ ଗିରଫ କରିଥିବା ବେଳେ ସେମାନେ ହେଲେ ଶିବ ମହାରଣା, ଅନୁପମ ରାଉତ, ଶଙ୍କର ଜେନା, ଭଗବାନ ନାୟକ ଓ ବାବୁ ନାୟକ । ଏବଂ ନୃତ୍ୟର ଭିଡ଼ିଓ ଭାଇରାଲ୍ ହେବା ପରେ ବଡ଼ବଜାର ଥାନା ପୁଲିସ ସେମାନଙ୍କ ନିକଟରୁ ଅଭିନେତ୍ରୀଙ୍କ ଅଶ୍ଳୀଳ ଫଟୋ ଥିବା ପୋଷ୍ଟର୍ ଓ ବ୍ୟାନର୍ ଜବତ କରିଛି।

Advertisement