ଅନୁଗୁଳଆଞ୍ଚଳିକ ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳରେ ବଢ଼ିବାରେ ଲାଗିଛି ହାତୀ ଆକ୍ରମଣ। By DuniaHalchal - April 29, 2023 145 Share FacebookXPinterestWhatsApp ADVERTISEMENT ଅନୁଗୁଳ,୨୯/୪(ଡି.ଏଚ ବ୍ୟୁରୋ):-ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳରେ ବଢ଼ିବାରେ ଲାଗିଛି ହାତୀ ଆକ୍ରମଣ। ଗତ ଦୁଇଦିନ ମଧ୍ୟରେ ହାତୀ ଆକ୍ରମଣରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ପୁଣି ଜଣେ ମହିଳାଙ୍କ ହାତୀ ଆକ୍ରମଣରେ ମୃତ୍ୟୁ। ଫଳରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। Advertisement