Wednesday, October 14, 2026
ADVERTISEMENT
Home ଆଞ୍ଚଳିକ କୁକୁଡାଖଣ୍ଡିରେ ଅକ୍ଷୟ ତୃତୀୟା ଅନୁଷ୍ଠିତ l

କୁକୁଡାଖଣ୍ଡିରେ ଅକ୍ଷୟ ତୃତୀୟା ଅନୁଷ୍ଠିତ l

131
ADVERTISEMENT

କୁକୁଡାଖଣ୍ଡି,୨୪/୪(ଇ ରଞ୍ଜନ):-କୁକୁଡାଖଣ୍ଡି ଠାରେ ବ୍ଲକ ସ୍ତରୀୟ ଅକ୍ଷୟ ତୃତୀୟା ପର୍ବ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟଅଥିତି ଭାବେ ବିସିସି ବ୍ୟାଙ୍କ ସଭାପତି ଶିବରାମ ପାତ୍ର, କୁକୁଡାଖଣ୍ଡି ସେବା ସମବାୟ ସମିତି ନିର୍ଦ୍ଧେଶକ କେ. ମଣିବାବୁ, ଭବାନୀ ବିଶ୍ୱାଳ,ବ୍ଲକ ଆତ୍ମା ସଭାପତି ଟି. ରଘୁ ପାତ୍ର, ଗଞ୍ଜାମ ଜିଲ୍ଲା ସମବାୟ ସଙ୍ଘ ସଭାପତି କୈଳାସ ରଣା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେl ଠାକୁରାଣୀ ମନ୍ଦିର ନିକଟରେ ଆଖିମୁଠି ଅନୁକୂଳ କରାଯାଇଥିଲା l କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ପଂଚାୟତର କୃଷକ ସାଥି ମାନେ ଉପସ୍ଥିତ ଥିଲେ l

Advertisement