Thursday, September 24, 2026
ADVERTISEMENT
Home ଆଞ୍ଚଳିକ ଟ୍ରକର ପଛପଟୁ ପିଟିଲା ଅନ୍ୟ ଏକ ଟ୍ରକ, ୨ଜଣ ଡ୍ରାଇଭର ମୃତ୍ୟୁ l

ଟ୍ରକର ପଛପଟୁ ପିଟିଲା ଅନ୍ୟ ଏକ ଟ୍ରକ, ୨ଜଣ ଡ୍ରାଇଭର ମୃତ୍ୟୁ l

178
ADVERTISEMENT

ଧର୍ମଶାଳା,୦୫/୪(ଡି.ଏଚ ବ୍ୟୁରୋ):-ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ଦେଉଳି ନିକଟରେ ଭାରସ୍ୟାମ ହରାଇ ରାସ୍ତା କଡେ ଠିଆ ହୋଇଥିବା ଟ୍ରକର ପଛପଟୁ ପିଟିଲା ଅନ୍ୟ ଏକ ଲୁହା ଛଡ ବୋଝେଇ ଟ୍ରକ l ଏଥିରେ ଉଭୟ ଟ୍ରକର ୨ଜଣ ଡ୍ରାଇଭର ମୃତ୍ୟୁ ବରଣ କରିଥିବାବେଳେ ସ୍ଥାନୀୟ ପୁଲିସର ତଦନ୍ତ ଜାରି ।

Advertisement