Thursday, October 15, 2026
ADVERTISEMENT
Home ଆଞ୍ଚଳିକ ଆଜି ଗଂଜାମ ଜିଲ୍ଲା ଭଞ୍ଜନଗରରେ ଘୁମୁସର ଜିଲ୍ଲା ଗଠନ ଦାବି ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି...

ଆଜି ଗଂଜାମ ଜିଲ୍ଲା ଭଞ୍ଜନଗରରେ ଘୁମୁସର ଜିଲ୍ଲା ଗଠନ ଦାବି ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡ଼ାକରା ।

152
ADVERTISEMENT

ଭଞ୍ଜନଗର,୨୭/୩(ଡି.ଏଚ ବ୍ୟୁରୋ):-ଆଜି ଗଂଜାମ ଜିଲ୍ଲା ଭଞ୍ଜନଗରରେ ଘୁମୁସର ଜିଲ୍ଲା ଗଠନ ଦାବି ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡ଼ାକରା । ବିଭିନ୍ନ ସଂଗଠନ ପକ୍ଷରୁ ଲୋକଙ୍କୁ ଏହି ବନ୍ଦ ପାଳନକୁ ସଫଳ କରିବାକୁ ଅନୁରୋଧ କରାଯାଉଥିବାବେଳେ ଜରୁରୀ ସେବା ପ୍ରଦାନକାରୀ ଯାତାୟାତ ବ୍ୟତୀତ ଗାଡ଼ି ମଟର, ଦୋକାନ ବଜାର, ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ କରିବାକୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଛି।

Advertisement