Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ବିପୁଳ ପରିମାଣର ଦେଶୀରନ୍ଧା ମଦ ଏବଂ ପୋଚ ନଷ୍ଟ l

ବିପୁଳ ପରିମାଣର ଦେଶୀରନ୍ଧା ମଦ ଏବଂ ପୋଚ ନଷ୍ଟ l

159
ADVERTISEMENT

ତିଗିରିଆ,୧୫/୦୨(ଡି.ଏଚ ବ୍ୟୁରୋ):-ବିପୁଳ ପରିମାଣର ଦେଶୀ ରନ୍ଧା ମଦ ଏବଂ ପୋଚ ନଷ୍ଟ l କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଏବଂ ପଣସପାଟଣା ଗ୍ରାମରେ ଆଠଗଡ଼ ଅବକାରୀ ବିଭାଗର ଚଢ଼ାଉ ବେଳେ ୧୨୬୦ ଲିଟର ଦେଶୀ ରନ୍ଧା ମଦ ସହ ୧୧୭୨୫ ଲିଟର ଗୁଡ଼ ପୋଚ ନଷ୍ଟ । ଏବଂ ଭିନ୍ନ ଭିନ୍ନ ଚାରୋଟି ଜାଗାରେ ଏହି ଚଢାଉ କରାଯାଇ ଥିବା ସୂଚନା ।

Advertisement