Thursday, October 15, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗାଁ ନିକଟରେ ଲୋକଙ୍କ ଉପରେ ମାଡ଼ି ଗଲା ସ୍କର୍ପିଓ ଗାଡି।

ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗାଁ ନିକଟରେ ଲୋକଙ୍କ ଉପରେ ମାଡ଼ି ଗଲା ସ୍କର୍ପିଓ ଗାଡି।

112
ADVERTISEMENT

ବ୍ରହ୍ମପୁର,୧୫/୦୨(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗାଁ ନିକଟରେ ଏକ ବାହାଘରର କନ୍ୟାଯlତ୍ରୀଙ୍କୁ ବାଟବରଣ କରିବା ପାଇଁ ରୁଣ୍ଡ ହୋଇଥିବା ବେଳେ ଲୋକଙ୍କ ଉପରେ ମାଡ଼ି ଗଲା ସ୍କର୍ପିଓ ଗାଡି। ତେବେ ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି । ଏବଂ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସର ତଦନ୍ତ ଜାରି ଥିବାବେଳେ ସମସ୍ତ ମୃତକ ଲାଞ୍ଜିପଲ୍ଲୀ ଅଞ୍ଚଳର ବାସିନ୍ଦା ବୋଲି ସୂଚନା ।

Advertisement