Wednesday, September 23, 2026
ADVERTISEMENT
Home ଆଞ୍ଚଳିକ ରାୟଗଡ଼ା ଜିଲ୍ଲା ଚିନାରିଗୁଡ଼ା ଗାଁରେ ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ।

ରାୟଗଡ଼ା ଜିଲ୍ଲା ଚିନାରିଗୁଡ଼ା ଗାଁରେ ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ।

155
ADVERTISEMENT

ଚିନାରିଗୁଡ଼ା,୦୯/ ୨(ଡି.ଏଚ ବ୍ୟୁରୋ):-ରାୟଗଡ଼ା ଜିଲ୍ଲା ଚିନାରିଗୁଡ଼ା ଗାଁରେ ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ। ଜମିବାଡ଼ି ବିକ୍ରୟ ଘଟଣାକୁ କେନ୍ଦ୍ରକରି ନିଜ ସମ୍ପର୍କୀୟମାନେ ହିଁ ଉକ୍ତ କାଣ୍ଡ ଭିଆଇଛନ୍ତି ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ବେଳେ ପୁଲିସ ମୃତ ବ୍ୟକ୍ତିଙ୍କ ୨ଜଣ ସମ୍ପର୍କୀୟଙ୍କୁ ଥାନାରେ ଅଟକ ରଖି ପଚାର ଉଚରା ଜାରି କରିଥିବା ସୂଚନା।

Advertisement